33.5 C
Bhubaneswar
Tuesday, June 23, 2026
Homeଓଡିଶାଫେକ୍‌ ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଫେକ୍‌ ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍‌

ଭୁବନେଶ୍ୱର: ବିଗତ ସରକାରରେ ଚାଷୀଙ୍କ ନାଁରେ ମିଛ ପଞ୍ଜିକରଣ କରି କରୁଥିଲେ ଜାଲିଆତି। ତଦନ୍ତ ପରେ ୧ ଲକ୍ଷ ୮୧ ହଜାର ଫେକ୍‌ ଚାଷୀଙ୍କୁ ଚିହ୍ନଟ କରାଯାଇଛି। ଫେକ୍‌ ଚାଷୀଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରାଯାଇଛି କହିଲେ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। କଣ ପାଇଁ ଫେକ୍‌ ପଞ୍ଜୀକରଣ କରି ରାଜସ୍ୱ ଲୁଟୁଛନ୍ତି ଉତ୍ତର ଦେବେ। ଉତ୍ତର ଆସିବା ପରେ ଅଣ୍ଡର ଟେକିଙ୍ଗ ଲେଖିବେ। ଏହା ସହ ବର୍ଷକ ପାଇଁ ଧାନ କିଣା ପ୍ରକ୍ରିୟାରୁ ବାଦ ଦିଆଯିବ। ଚାଷୀ କେହି ଏମିତି କରି ନାହାନ୍ତି, ଏ ସବୁ ମଡିଲ୍‌ ମ୍ୟାନ ବା ଦଲାଲଙ୍କ କାମ। ଯେଉଁମାନେ ଧରା ପଡିଛନ୍ତି ସେମାନେ ସବୁ ବିଜେଡି ସମର୍ଥିତ ଲୋକ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking