32.1 C
Bhubaneswar
Sunday, May 19, 2024
Homeଅପରାଧଶରଦ ପାୱାରଙ୍କ ସହଯୋଗୀ ଘରେ ରେଡ

ଶରଦ ପାୱାରଙ୍କ ସହଯୋଗୀ ଘରେ ରେଡ

ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହଯୋଗୀ ଘରେ ଇଡି ରେଡ | ପୂର୍ବତ୍ତନ ସାଂସଦ ଇଶ୍ୱରଲାଲ ଜୈନଙ୍କ ଘରେ ରେଡ | ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ର ବଡ ଧରଣର ରେଡ଼ | ମହାରାଷ୍ଟ୍ର ନାସିକ , ଥାନେ ସମେତ ୧୩ଟି ସ୍ଥାନରେ ରେଡ | ନଗଦ ୧ କୋଟି ଟଙ୍କା ସହ ୩୯ କିଲୋର ସୁନା,ହୀରା ଓ ଗହଣା ଜବଦ | ଜବଦ ଗହଣାର ମୂଲ୍ୟ ପ୍ରାୟ ୨୫ କୋଟି ସୂଚନା |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking