ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ପାଟନା: ଆଜି ବିହାରର ବିଧାନସଭା ପାଇଁ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ।ଏହି ପର୍ଯ୍ୟାୟରେ ରାଜ୍ୟର ୨୮୫କେ।ଟି ଭୋଟର୍ ୧୪୬୩ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବୋ ମୋଟ ୧୭ଟି ଜିଲ୍ଲାରେ ୯୪ଟି ଆସନ ପାଇଁ ହେବ ମତଦାନ ।ଆଜି ଦିନ ୧୦ଟା ସୁଧା ୮.୧୪ ପ୍ରତିଶତ ମତଦାନ ସରିଛି ।ଏବେଯାଏଁ ଗୋପାଳଗଞ୍ଜ ଜିଲ୍ଲାରେ ସର୍ବାଧିକ ୧୦.୭୫ ପ୍ରତିଶତ ମତଦାନ ହେଇଛି ।

LEAVE A REPLY

Please enter your comment!
Please enter your name here