30.1 C
Bhubaneswar
Thursday, July 10, 2025
Homeବ୍ରେକୀଙ୍ଗବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ବିହାରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ପାଟନା: ଆଜି ବିହାରର ବିଧାନସଭା ପାଇଁ ହେବ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ।ଏହି ପର୍ଯ୍ୟାୟରେ ରାଜ୍ୟର ୨୮୫କେ।ଟି ଭୋଟର୍ ୧୪୬୩ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବୋ ମୋଟ ୧୭ଟି ଜିଲ୍ଲାରେ ୯୪ଟି ଆସନ ପାଇଁ ହେବ ମତଦାନ ।ଆଜି ଦିନ ୧୦ଟା ସୁଧା ୮.୧୪ ପ୍ରତିଶତ ମତଦାନ ସରିଛି ।ଏବେଯାଏଁ ଗୋପାଳଗଞ୍ଜ ଜିଲ୍ଲାରେ ସର୍ବାଧିକ ୧୦.୭୫ ପ୍ରତିଶତ ମତଦାନ ହେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking