27.1 C
Bhubaneswar
Saturday, October 19, 2024
Homeଓଡିଶାଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌ ; ବଲାଙ୍ଗୀର ଜିଲାରେ ସର୍ବାଧିକ

ଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌ ; ବଲାଙ୍ଗୀର ଜିଲାରେ ସର୍ବାଧିକ

ବଲାଙ୍ଗୀର : ଚିନ୍ତା ବଢାଉଛି ସ୍କ୍ରବ୍‌‌ ଟାଇଫସ୍‌‌। ଧିରେ ଧିରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ନଜର ଆସୁଛି। ବଲାଙ୍ଗୀର ଜିଲାରେ ସବୁଠାରୁ ଅଧିକ ସ୍କ୍ରବ୍‌‌ ଟାଇଫସ୍‌‌ ଚିହ୍ନଟ ହୋଇଛନ୍ତି। ଅଗଷ୍ଟ ଓ ସେପ୍ଟେମ୍ବରରେ ୩୩୭ ସ୍କ୍ରବ ଟାଇଫସ୍‌‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨ ମାସରେ ୧୨୮୩ ନମୁନାରୁ ୩୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେହିପରି ସୁନ୍ଦରଗଡ଼ରେ ଆଉ ୧୦ ଜଣ ସ୍କ୍ରବ୍‌ ଟାଇଫସ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାସହ ପଜିଟିଭ ସଂଖ୍ୟା ୨୨୧କୁ ବୃଦ୍ଧି ପାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking