32.9 C
Bhubaneswar
Saturday, April 18, 2026
Homeଓଡିଶାନୂଆପଡାରେ ୨୦ରୁ ୨୨ ସ୍କୁଲ ଛୁଟି

ନୂଆପଡାରେ ୨୦ରୁ ୨୨ ସ୍କୁଲ ଛୁଟି

ନୂଆପଡା: ନୂଆପଡା ଜିଲ୍ଲାରେ ଆସନ୍ତା ୨୦ରୁ ୨୨ ଯାଏଁ ସବୁ ସ୍କୁଲ ଛୁଟି । ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ନିଷ୍ପତ୍ତି ନେଇଛନ୍ତି । ପ୍ରାଥମିକ ବିଦ୍ୟାଳୟ ଛାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଓଡିଶା ଆଦର୍ଶ ବିଦ୍ୟାଳୟ ଆଦି ସ୍କୁଲ ବନ୍ଦ ରହିବ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସକାଳ ୭ଟାରୁ ୯ଟା ଭିତରେ ହେବ । ସେହିପରି ଗ୍ରୀଷ୍ମ ପ୍ରବାହକୁ ନେଇ ବୌଦ୍ଧ , ନବରଙ୍ଗପୁର, କଳାହାଣ୍ଡି, ସୁବର୍ଣ୍ଣପୁରରେ ମଧ୍ୟ ସ୍କୁଲ, ଅଙ୍ଗନୱାଡି କେନ୍ଦ୍ର ବୈଷୟିକ କଲେଜ ସବୁ ବନ୍ଦ କରାଯାଇଛି ।

ନବରଙ୍ଗପୁରରେ ୨୦ରୁ ସ୍କୁଲ, କଲେଜ ଛୁଟି ଘୋଷଣା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking