44.1 C
Bhubaneswar
Wednesday, April 22, 2026
Homeଓଡିଶାକଳାହାଣ୍ଡିରେ ସ୍କୁଲ, କଲେଜ ଛୁଟି ଅବଧି ବୃଦ୍ଧି

କଳାହାଣ୍ଡିରେ ସ୍କୁଲ, କଲେଜ ଛୁଟି ଅବଧି ବୃଦ୍ଧି

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ଛୁଟି ଅବଧି ବଢିଲା । ୨୨ରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଛୁଟି ବୃଦ୍ଧି କଲା ଜିଲ୍ଲା ପ୍ରଶାସନ । ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ପରୀକ୍ଷା ସକାଳ ୭ରୁ ୯ ଯାଏଁ ଚାଲିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷାଧିକାରୀ ନିଷ୍ପତ୍ତି ନେଇଛନ୍ତି । ଗତକାଲି ଓସେପା ପକ୍ଷରୁ କୁହାଯାଇଛି ଯେ, ଅଭିଭାବକଙ୍କ ହ୍ୱାଟସଆପରେ ଛାତ୍ରଛାତ୍ରୀଙ୍କ ଆସାଇନମେଣ୍ଟ ପଠାଯିବ ଏବଂ ଅନଲାଇନ ମାଧ୍ୟମରେ କ୍ଲାସ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking