21.1 C
Bhubaneswar
Thursday, January 23, 2025
Homeଅପରାଧସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗି: ଦୁଇ ପୂର୍ବତନ ସରପଞ୍ଚଙ୍କୁ ନିର୍ମମ ହତ୍ୟା କରାଯାଇଥିବା ନେଇ ସୂଚନା ରହିଛି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରାଯାଇଛି । ମୃତକ ବିଜାପୁର ଜିଲ୍ଲା କାଡେର ପଂଚାୟତର ପୂବର୍ତନ ସରପଞ୍ଚ ସୁଖରାମ ଅବଲମ୍ ଓ ବିରିୟାଭୂମି ପଂଚାୟତର ପୂର୍ବତନ ସରପଞ୍ଚ ସୁକୁଲ ଫର୍ସ । ଗତକାଲି ଦୁଇଜଣଙ୍କୁ ଅପହରଣ ପରେ ଆଦବଡା ନିକଟରେ ଗୁଳି କରି ହତ୍ୟା କରିଛନ୍ତି । ଘଟଣାସ୍ଥଳରେ ମାଓବାଦୀ ପୋଷ୍ଟର ଛାଡିଯାଇଥିବା କହିଛନ୍ତି ବିଜାପୁର ଏସପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking