31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗବିଂଝାରପୁର ଓ ଦଶରଥପୁର ବ୍ଳକରେ ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ

ବିଂଝାରପୁର ଓ ଦଶରଥପୁର ବ୍ଳକରେ ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ


ଯାଜପୁର: ଯାଜପୁର ଜିଲା ବିଂଝାରପୁର ଏବଂ ଦଶରଥପୁର ବ୍ଳକରେ କରୋନା ସଚେତନତା ଜାରି ରଖିଛନ୍ତି ସାଇରାମ ଗାନ୍ଧୀ । ଗାନ୍ଧୀ ବେଶ ଧରି ହାତରେ ଘଂଟ ଓ ଜାତୀୟ ପତାକା ଧରି ଘର ଘର ବୁଲି କୋରୋନା ସଂପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ଘଂଟ ବାଡେଇ କୋରୋନା ଠାରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତାକୁ ବଜାୟ ରଖିବା ପାଇଁ ସେ ପରାମର୍ଶ ଦେଉଛନ୍ତି । ଏ ସଂପର୍କରେ ବ୍ଳକ ଅଧିକାରୀଙ୍କୁ ଭେଟି କୋରୋନା ସଂପର୍କରେ ଆଲୋଚନା କରୁଛନ୍ତି ଗାନ୍ଧୀ । ସାଇରାମ ସାରା ଜିଲାରେ କୋରୋନା ସଂପର୍କରେ ସଚେତନ କରିବା ପାଇଁ ଯାଜପୁର ଜିଲାପାଳଙ୍କ ପକ୍ଷରୁ ତାଙ୍କୁ ଅନୁମତି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking