ଭୁବନେଶ୍ୱର : ବସ୍ତାରୁ ଚାଉଳ ଗାଏବ ହେବା ଘଟଣା । ଚାଉଳ ଗାଏବ ଘଟଣାରେ ସରକାରଙ୍କର କଡା ଆଭିମୁଖ୍ୟ । କାହିଁକି କମୁଛି ଚାଉଳ ଆରମ୍ଭ ହେଲା ତନାଘନା । ଗୋଦାମରୁ ନେଇ ବ୍ଲକସ୍ତର ଯାଏଁ ହେବ ଚଢାଉ । ଚାଉଳ ବୋଝେଇ ଗାଡିରେ ଲାଗିବ ଜିପିଏସ । ଗୋଦାମରେ ଲାଗିବ ସିସିଟିଭି କ୍ୟାମେରା । ଚାଉଳ ଚୋରିର କାର୍ପଟଦାରଙ୍କୁ ଛଡାଯିବ ନାହିଁ । ସମ୍ପୃକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ହେବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ କଡା ଆଭିମୁଖ୍ୟ ।