ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ କହିଲେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଧାରା ୩୭୦ ଉଚ୍ଛେଦ ନେଇ ସୁପ୍ରିମକୋର୍ଟଙ୍କ ରାୟ ଐତିହାସିକ । ଜାମ୍ମୁକାଶ୍ମୀର ଓ ଲଦାଖ ଭଇଭଉଣୀଙ୍କ ସ୍ୱପ୍ନ ପୂରଣ ନିଷ୍ପତ୍ତିରେ ଆମେ ଅଟଳ । ଧାରା ୩୭୦ ଦ୍ୱାରା ପୀଡିତ ସମାଜର ସମ୍ବେଦନଶୀଳ ବର୍ଗ ଯାଏ ବିକାଶ ପହଞ୍ôଚବ । ଆଜିର ରାୟ କେବଳ ଏକ ଆଇନିଗତ ବିଚାର ନୁହେଁ, ଏହା ଆଶାର ଆଲୋକ । ଉଜ୍ଜ୍ୱଳ ଭବିଷ୍ୟତ ସହ ସୁଦୃଢ ଓ ସଂଗଠିତ ଭାରତ ନିର୍ମାଣ ପାଇଁ ବଦ୍ଧ ପରିକର ।