28.1 C
Bhubaneswar
Sunday, August 24, 2025
Homeଓଡିଶାଦୀପାବଳିରେ ନିଆଁ ଲାଗି ଜଣେ ଗୁରୁତର

ଦୀପାବଳିରେ ନିଆଁ ଲାଗି ଜଣେ ଗୁରୁତର

ରାଉରକେଲା : ଦୀପାବଳୀରେ ଏକ ଅଘଟଣ ଘଟିଯାଇଛି। ପରିବାର ସଦସ୍ୟ ପୂଜାରେ ବ୍ୟସ୍ତ ଥିବା ବେଳେ ହଠାତ୍ ନିଆଁ ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।  ବାସନ୍ତୀ କଲୋନୀ ଅଞ୍ଚଳରେ ଏହି ଘଟଣା ଘଟିଛି।

ସୂଚନା ଅନୁଯାୟୀ, ଉକ୍ତ ଅଞ୍ଚଳର  ରାଉରକେଲା ମହାନଗର ନିଗମର କର୍ମଚାରୀ ପୁରୁଷୋତ୍ତମ ସାମଲ ସପରିବାର ବସବାସ କରନ୍ତି। ଦୀପାବଳୀ ପୂଜା ଘରେ ଚାଲୁ ଥିବା ବେଳେ ନିଆଁ ଲାଗି ଯାଇ ଥିଲା। ଫଳରେ ଶ୍ରୀ ସାମଲ ଗୁରୁତର ହୋଇ ଥିବା ବେଳେ ଅନ୍ୟ ସଦସ୍ୟ ନିଆଁରୁ ବର୍ତ୍ତି ଯାଇ ଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରି ଥିଲେ। ଏହି ଘଟଣାରେ ଘରର କିଛି ସାମଗ୍ରୀ ଜଳିପଡ଼ି ପାଉଁଶ ହୋଇ ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking