28.1 C
Bhubaneswar
Sunday, February 16, 2025
Homeଦେଶ ବିଦେଶଏଆଇ ଆପ ଉପରେ ଲାଗିଲା କଟକଣା

ଏଆଇ ଆପ ଉପରେ ଲାଗିଲା କଟକଣା

ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କୁ  ଚାର୍ଟଜିପିଟି ଓ ଡିପସିକ ,ଗୁଗୁଲ ଜେମିନି ବ୍ୟବହାରକୁ ବିରୋଧ କରି କେନ୍ଦ୍ର ସରକାର ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । କାମ କରିବା ସମୟରେ ଅଫିସର ଲାପଟପ ଓ କମ୍ପ୍ୟୁଟରେ ଚାର୍ଟଜିପିଟି ଓ ଡିପସିକ ବ୍ୟବହାର ନକରିବାକୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି । କାର୍ୟ୍ୟାଳୟ ଓ ମନ୍ତ୍ରାଳୟର ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲିକ ହେବା ଆଶଙ୍କା ବଢ଼ିବା ପରେ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି । ଅର୍ଥମନ୍ତ୍ରାଳୟ ପକ୍ଷରୁ ଏନେଇ  ବିଜ୍ଞପ୍ତି ଜାରି କରାଯାଇଛି । ତେବେ ମୋବାଇଲରେ ବ୍ୟକ୍ତିଗତ ଆକାଉଁଟରେ ବ୍ୟବହାର ଉପରେ କୌଣସି କଟକଣା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking