25.1 C
Bhubaneswar
Sunday, February 16, 2025
Homeଓଡିଶା୬ ଆନ୍ତଜିଲ୍ଲା ଡକାୟତ ଗିରଫ

୬ ଆନ୍ତଜିଲ୍ଲା ଡକାୟତ ଗିରଫ

ଭୁବନେଶ୍ୱର :  ଧର୍ମଶାଳା ବାଲିଚନ୍ଦ୍ରପୁରରୁ  ଆନ୍ତଜିଲ୍ଲା ଡକାୟତ ଗିରଫ ହୋଇଛନ୍ତି । ୬ ଡକାୟତଙ୍କୁ ଗିରଫ କଲା ବାଲି ଚନ୍ଦ୍ରପୁର ପୋଲିସ ।  ୩ଟି ପିକଅପ ଭ୍ୟାନ ସହ  ଗୋଟିଏ ବୋଲେରୋ ଜବତ ହୋଇଛି । ଖଣ୍ଡା , ଖେଳନା ବନ୍ଧୁକ , ବିଦ୍ୟୁତ ସାମଗ୍ରୀ , ନାଗମୂର୍ତ୍ତି ଜବତ ହୋଇଛି । ଅଭିଯୁକ୍ତମାନେ ଧର୍ମଶାଳା , ବଡଚଣା  , ଜେନାପୁରରୁ ଲୁଟ କରିଥିଲେ । ପୁରୀ , ପିପିଲି ଏବଂ ଜଗତସିଂହପୁରର  ବିଭିନ୍ନ  ଥାନାରେ ମାମଲା ରହିଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ । ପ୍ରେସମିଟରେ ଯାଜପୁର ରୋଡ ଏସଡିପିଓ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking