29.1 C
Bhubaneswar
Sunday, May 19, 2024
Homeବଲିଉଡରାମାୟଣରେ ସୁପର୍ଣ୍ଣଖା ଭୂମିକାରେ ନଜର ଆସିବେ ରାକୁଲ ପ୍ରୀତ ସିଂ

ରାମାୟଣରେ ସୁପର୍ଣ୍ଣଖା ଭୂମିକାରେ ନଜର ଆସିବେ ରାକୁଲ ପ୍ରୀତ ସିଂ

ମୁମ୍ବାଇ : ଦିନକୁ ଦିନ ନୀତିଶ ତିୱାରୀଙ୍କ ରାମାୟଣର ଚର୍ଚ୍ଚା ବଢ଼ିବାରେ ଲାଗିଛି । ନୀତୀଶ ତିୱାରିଙ୍କ ରାମାୟଣରେ ସମସ୍ତ ଚରିତ୍ର ପାଇଁ କଳାକାରକୁ ବଛା ଯାଇଥିବା ବେଳେ ସୁପର୍ଣ୍ଣଖା ଭୂମିକାରେ ରାକୁଲ ପ୍ରୀତ ସିଂଙ୍କୁ ଅଫର କରାଯାଇଛି । ତେବେ ଏଥିରେ ପୂର୍ବରୁ ରଣବୀର କପୁର, ଜନ୍ହଭୀ କପୁର, ୟଶ, ସନ୍ନି ଦେଓଲ ଏବଂ ଲାରା ଦତ୍ତା ଯଥାକ୍ରମେ ପ୍ରଭୁ ରାମ, ସୀତା, ରାବଣ, ପ୍ରଭୁ ହନୁମାନ ଏବଂ କାଇକେଇ ଖେଳୁଛନ୍ତି। ଏହି କ୍ରମରେ ରାକୁଲ ପ୍ରୀତ ସିଂ କାଷ୍ଟରେ ଯୋଗଦେବା ପାଇଁ ଆଲୋଚନା କରୁଛନ୍ତି। ଏହା ହେଉଛି ସୁପର୍ଣ୍ଣଖାଙ୍କ ଚରିତ୍ର ଯାହା ରାମାୟଣର ଗତି ବଦଳାଇଥାଏ ଏବଂ ଭଗବାନ ରାମ ଏବଂ ରାବଣଙ୍କୁ ସାମ୍ନାକୁ ଆଣିଥାଏ । ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ରାକୁଲ ଏହି ଫିଲ୍ମର ଲୁକ୍ ଟେଷ୍ଟ କରିଛନ୍ତି ଏବଂ ଯଦି ସବୁ ଯୋଜନା ଅନୁଯାୟୀ ଚାଲିଯାଏ ତେବେ ଗୋଆରେ ଜ୍ୟାକି ଭାଗ୍ନାନୀଙ୍କ ସହ ବିବାହ ପରେ ରାମାୟଣ ପ୍ରଥମ ଚଳଚ୍ଚିତ୍ର ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking