30.1 C
Bhubaneswar
Saturday, May 18, 2024
Homeମନୋରଞ୍ଜନବଲିଉଡରେ ଏଣ୍ଟ୍ରି କରିବେ ରାଜକୁନ୍ଦ୍ରା

ବଲିଉଡରେ ଏଣ୍ଟ୍ରି କରିବେ ରାଜକୁନ୍ଦ୍ରା

ନୂଆଦିଲ୍ଲୀ: ବଲିଉଡରେ ଏଣ୍ଟ୍ରି କରିବେ ରାଜକୁନ୍ଦ୍ରା . ଶିଳ୍ପାସେଟ୍ଟୀଙ୍କ ପତ୍ନୀ ତଥା ବିଜନେସମ୍ୟାନ ରାଜ କୁନ୍ଦ୍ରା ପର୍ଣ୍ଣୋଗ୍ରାଫି କେସରେ କିଛିମାସ ଜେଲରେ ରହିଥିଲେ. ଏହି ସମୟ ତାଙ୍କ ପାଇଁ ଖୁବ କଷ୍ଟଦାୟକ ଥିଲା. ତେବେ ତାଙ୍କର ଏହି ସମୟକୁ ନେଇ ବଲିଉଡରେ ଏକ ଫିଲ୍ମ ତିଆରି କରାଯିବ. ଯେଉଁଥିରେ ମୁଖ୍ୟ ଭୂମିକାରେ ରହିବେ ରାଜକୁନ୍ଦ୍ରା . ଏହି ଫିଲ୍ମରେ ରାଜକୁନ୍ଦ୍ରାଙ୍କ ଜୀବନର ଯାତ୍ରାକୁ ପ୍ରଦର୍ଶିତ କରାଯିବ. ରାଜକୁନ୍ଦ୍ରାଙ୍କ ଉପରେ ଲଗାଯାଇଥିବା ଆରୋପଠାରୁ ଆରମ୍ଭ କରି ମିଡିଆକୁ ସାମ୍ନା କରିବା, ପ୍ରତ୍ୟେକ ଜିନିଷ ଏହି ଫିଲ୍ମରେ ରହିବ.
ଏହି ଫିଲ୍ମରେ ରାଜକୁନ୍ଦ୍ରାଙ୍କ ପରିବାରକୁ କେନ୍ଦ୍ର କରି ତିଆରି କରାଯିବ. ତେବେ ଏହି ଫିଲ୍ମର ନିର୍ଦ୍ଦେଶକଙ୍କ ନାମ ଏପର୍ଯ୍ୟନ୍ତ ଜଣାପଡିନାହିଁ. ଖୁବଶୀଘ୍ର ଏହି ଫିଲ୍ମ ଉପରେ ଅଧିକ ତଥ୍ୟ ଦିଆଯିବ ବୋଲି ଏକ ଗଣମାଧ୍ୟମ ରିପୋର୍ଟରୁ ସୂଚନା ମିଳିଛି.

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking