26.1 C
Bhubaneswar
Tuesday, September 17, 2024
Homeଓଡିଶାରାଜ୍ୟରେ ବଢିଚାଲିଛି ଖରା

ରାଜ୍ୟରେ ବଢିଚାଲିଛି ଖରା

ଭୁବନେଶ୍ୱର : ମାଘ ମାସର ଶେଷ ହୋଇନାହିଁ କିନ୍ତୁ ବୈଶାଖ ମାସ ଭଳି ଖରା ଅନୁଭୂତ ହେଉଛି । ଆଗାମୀ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି । ଗତକାଲି ଟିଟିଲାଗଡ଼ ଏବଂ ଭବାନୀପାଟଣାରେ ତାପମାତ୍ରା ୩୬.୫ ଡିଗ୍ରୀ ପାର ହୋଇଯାଇଛି । ଚଳିତ ବର୍ଷ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ମଧ୍ୟ ସୂଚନା ମିଳିଛି । ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ବର୍ଷା ହେବାରେ ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ରାଜ୍ୟରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking