29.1 C
Bhubaneswar
Thursday, May 7, 2026
Homeଦେଶ ବିଦେଶଜୋତା ସିଲେଇ ଶିଖିଲେ ରାହୁଲ

ଜୋତା ସିଲେଇ ଶିଖିଲେ ରାହୁଲ

ସୁଲତାନପୁର: ସୁଲତାନପୁରରେ ରାହୁଲ ଗାନ୍ଧୀ କୋର୍ଟରୁ ବାହାରିବା ସମୟରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ । ରାହୁଲ ଗାନ୍ଧୀ କୋର୍ଟରୁ ବାହାରିବା ପରେ ସିଧା ଯାଇ ନିକଟରେ ଥିବା ଏକ ଜୋତା ସିଲେଇ ଦୋକାନରେ ପହଂଚି ଯାଇଥିଲେ । ଦୋକାନୀଙ୍କ ସହ ଅନେକ ସମୟ କଥା ମଧ୍ୟ ହୋଇଥିଲେ ଆଉ କଥା ହେବା ପରେ ତାଙ୍କ ଠାରୁ ନେଇଥିଲେ ପ୍ରଶିକ୍ଷଣ । ଜୋତା ସିଲେଇ ଦୋକାନୀଙ୍କ ଠାରୁ ପ୍ରଶିକ୍ଷଣ ନେବାପରେ ନିଜ ଜୋତା ବି ସିଲେଇ କରିଥିଲେ ରାହୁଲ ଗାନ୍ଧୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ରାହୁଲ ଗାନ୍ଧୀଙ୍କ ସହ କଥା ହୋଇ ନିଜ ଅନୁଭୂତି ବଖାଣିଛନ୍ତି ଜୋତା ଦୋକାନୀ ଜଣକ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking