30.1 C
Bhubaneswar
Tuesday, April 29, 2025
Homeଓଡିଶାପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ : ୧୨ଟା ୧୫ ଯାଏଁ ଗୃହ ମୁଲତବି  

ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ : ୧୨ଟା ୧୫ ଯାଏଁ ଗୃହ ମୁଲତବି  

ଭୁବନେଶ୍ୱର: ଆଜି ବିଧାନସଭାରେ ପ୍ରଶ୍ନକାଳ ଆରମ୍ଭରୁ  ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଥିଲା । ଗୃହର ମଧ୍ୟଭାଗକୁ ଆସି ବିରୋଧୀ ନାରାବାଜି କରିଥିଲେ । ଯେଉଁଥିପାଇଁ ଗୃହ କାଯ୍ୟରେ ବାଧାପ୍ରାପ୍ତ ଉପୁଜିଥିଲା । ଏନେଇ ବାଚସ୍ପତି ସୁରମା ପାଢୀ  ୧୨ଟା ୧୫ ମିନିଟ ଯାଏଁ ଗୃହକୁ ମୁଲତବି କରିଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ପ୍ରଶ୍ନୋତ୍ତର କାଯ୍ୟକ୍ରମ ଚାଲିଥିଲା ।ନାରୀ ନିର୍ଯାତନ ପ୍ରସଙ୍ଗରେ କଂଗ୍ରେସ ପ୍ରତିବାଦ କରିଥିଲା । ସେହିପରି ଆଇନଶୃଙ୍ଖଳା ଉପରେ ବିଜେଡି ପ୍ରସଙ୍ଗ ଉଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking