ଯାଜପୁର : ଯାଜପୁର ଜିଲ୍ଲାର କଳିଙ୍ଗନଗର ଅଶାନ୍ତ ହେବାକୁ ଯାଉଛି l ବିସ୍ଥାପିତ ସମସ୍ୟା ମୁଣ୍ଡଟେକିଛି ସରକାର ପ୍ରଶାସନ ରାଜ ନେତା ସମାଧାନ ର ବାଟ ବାହାର କରିବା ଉଦ୍ୟମ କରୁ ନାହାଁନ୍ତି l ଅଧିବାସୀ ମଧ୍ୟ୍ୟ ରେ ଦଳୀୟ ମନ ଭାବ ପୁରାଇ ସେମାନଙ୍କ ଏକତା ନଷ୍ଟ କରି ଅଧିବାସୀ ମାନଙ୍କ ହକ କୁ ଛଡାଇ ନେଇ ଶିଳ୍ପ ପତି ମାନଙ୍କୁ ସାହଯ୍ୟ କରି ନିଜର ରାଜନୀତି କ ଚରିତାର୍ଥ ପୂରଣ କରିଚନ୍ତି l ତିନି ପ୍ରମୁଖ ବିଜେଡ଼ି ବିେଜେପି ଓ କଂଗ୍ରେସ ଦଳ ବିସ୍ଥାପିତ ନିଯୁକ୍ତି ପ୍ରଦ୍ୟୁଷଣ ସମସ୍ୟା ପ୍ରତି ଆଖି ବୁଜି ଜୂପୁ ହୋଇ ବସିଛନ୍ତି ନିଳାଚଳ କାରଖାନା ସମ୍ମୁଖ ବିସ୍ଥାପିତ ପରିବାର ଦୁଇ ମାସ ଶୀତ କାକର ଖରା ବର୍ଷା ଖାଇ ଧାରଣା ରେ ବସିଛନ୍ତି l ଜିଲ୍ଲା ପ୍ରଶାସନ ରାଜ ନେତା ନ ଶୁଣିବାରୁ ଅଧିବାସୀ ମଙ୍କ ମଞ୍ଚ ସହ 14ଟି ମଞ୍ଚ ପକ୍ଷ ରୁ କଲିଙ୍ଗ ନଗର ବୀର ଭୂମି ରେ ଅଧିବାସୀ ମାନଙ୍କ ହକ ଓ ବିସ୍ଥାପିତ ନିଯୁକ୍ତି ସମସ୍ୟl କ ନେଇ ଏକ ସଭା କରିଚନ୍ତି କାରଖାନା ରେ ଜମି ବାଡ଼ି ଦେଇ ସର୍ବ ଶାନ୍ତ ହୋଇଛନ୍ତି ଆର ପି ଡି ଏସ ନିୟମ କୁ କାଯ୍ୟ କାରୀ କାରା ଯାଉ ନାହିଁ ଶିଳ୍ପ ପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିବାସୀ ମାରଣ ନୀତି କୁ ସମାଲୋଚନା କାରୀ ଥିଲେ ସେମାନଙ୍କ ସମସ୍ୟା ଓ ଦାବୀ ଗୁଡ଼ିକ ପୂରଣ ନ ହେଲେ ଆଗାମୀ ଦିନ ରେ କଲିଙ୍ଗ ନଗର ପୁନରାବୃତ୍ତି ହେବା କଲିଙ୍ଗ ନଗର ରେ ନିଆଁ ଜଳିବ ବୋଳି 14ଗୋଟି ସଂଘଠନ ପକ୍ଷ ରୁ ଚେତା ବାଣୀ ଦିଆ ଯାଉଚି l