28.1 C
Bhubaneswar
Thursday, May 2, 2024
Homeଓଡିଶାଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଧିବଦ୍ଧ ନିମନ୍ତ୍ରଣ

ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ବିଧିବଦ୍ଧ ନିମନ୍ତ୍ରଣ

ପୁରୀ : ରଥଯାତ୍ରା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର। ରଥରେ ମହାପ୍ରଭୁଙଙ୍କ ଦର୍ଶନ ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ । ଜଗଦଗୁରୁଙ୍କୁ ବିଧିବଦ୍ଧ ନିମନ୍ତ୍ରଣ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ନିମନ୍ତ୍ରଣ ରକ୍ଷା କରି ୬ଜଣ ଅନୁଗାମୀଙ୍କ ସହ ଯିବାକୁ ଜଗଦଗୁରୁଙ୍କ ସମ୍ମତି । ଶାନ୍ତିଶୃଙ୍ଖଳାର ସହ ରଥଯାତ୍ରା ସମାପନ କରିବାକୁ ଜଗଦଗୁରୁଙ୍କ ଅନୁରୋଧ । ପ୍ରତିକୂଳ ପରିସ୍ଥିତିରେ ରଥାଯାତ୍ରା ଯୋଗୁଁ ଘରେ ରହିବାକୁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ । ଗଣମାଧ୍ୟମରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଜଗଦଗୁରୁଙ୍କ ପରାମର୍ଶ ।

ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ: ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯାଉଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking