29.1 C
Bhubaneswar
Thursday, May 9, 2024
Homeଓଡିଶାସୁରକ୍ଷିତ ରକ୍ତ ଯୋଗାଅ : ହାଇକୋର୍ଟ

ସୁରକ୍ଷିତ ରକ୍ତ ଯୋଗାଅ : ହାଇକୋର୍ଟ

ବ୍ୟୁରୋ : ସୁରକ୍ଷିତ ରକ୍ତ ଯୋଗାଣ ପାଇଁ ହାଇକର୍ଟଙ୍କ ନିଦେ୍ର୍ଦଶ । ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ବ୍ୟବସା୍ଥ କରିବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ । ୧୧ ଟି ରକ୍ତ ଭଣ୍ଡାରରେ ସୁରକ୍ଷିତ ରକ୍ତ ଯୋଗାଣ ହୋଇପାରୁଛି । ଅବଶିଷ୍ଟ ୪୫ଟି ରକ୍ତ ଭଣ୍ଡାରରେ ଉପଲବ୍ଧ ହେବ ‘ନାଟ୍’ ପରୀକ୍ଷା । ଭଣ୍ଡାରରେ ‘ନାଟ୍’ ପରୀକ୍ଷା ବ୍ୟବସ୍ଥା ପାଇଁ ଆବେଦନ ହୋଇଥିଲା ।

ଓଡିଶାରୁ ଟଳିଲା ବାତ୍ୟା ବିପଦ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking