28.1 C
Bhubaneswar
Sunday, July 14, 2024
Homeଦେଶ ବିଦେଶମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମସ୍କୋରେ ‘ଅଜ୍ଞାତ ସୈନିକଙ୍କ ସମାଧି’ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେ ସମାଧିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ‘ଅଜ୍ଞାତ ସୈନିକଙ୍କ ସମାଧି’ ମସ୍କୋର କ୍ରେମଲିନ୍ କାନ୍ଥରେ ଅବସ୍ଥିତ ଏକ ଯୁଦ୍ଧ ସ୍ମାରକ ଅଟେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ସୋଭିଏତ୍ ସୈନିକମାନଙ୍କ ପାଇଁ ଏହା ଉତ୍ସର୍ଗୀକୃତ ।

୨୦୩୦ ପର୍ଯ୍ୟନ୍ତ ରୁଷ-ଭାରତ ଆର୍ଥିକ ସହଯୋଗର ରଣନୀତିକ କ୍ଷେତ୍ର ବିକାଶ ଉପରେ ନେତାମାନଙ୍କ ମିଳିତ ବିବୃତି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking