30.1 C
Bhubaneswar
Monday, May 20, 2024
Homeଓଡିଶାଓବିସି ଜାତିର ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି : ରାହୁଲ ଗାନ୍ଧି

ଓବିସି ଜାତିର ନୁହଁନ୍ତି ପ୍ରଧାନମନ୍ତ୍ରୀ ମୋଦି : ରାହୁଲ ଗାନ୍ଧି

ଭୁବନେଶ୍ୱର : ଝାରସୁଗୁଡାର ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ବେସପାହାଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ । ପ୍ରଧାନମନ୍ତ୍ରୀ ମୋଦି ଓବିସି ବର୍ଗର ହୋଇନଥିବା କହିଲେ ରାହୁଲ । ମୋଦି ଜେନେରାଲ କାଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ପରେ ଗୁଜୁରାଟ ସରକାର ତାଙ୍କୁ ଓବିସି ଅନ୍ତର୍ଭୁକ୍ତ କରିଥିଲା । ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଓଡିଶାରେ କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କୁ ଲୁଟୁଛନ୍ତି । ଓଡିଶାରେ ଯୁବପିଢିଙ୍କୁ ନିଯକ୍ତି ମିଳୁନାହିଁ । ପଟ୍ରୋଲ ଓ ଖଦ୍ୟ ସାମଗ୍ରି ଦର ବଢୁଛି ଫରକ ପଡୁନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking