37.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଦୀପାବଳୀ ଶୁଭେଚ୍ଛା

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଦୀପାବଳୀ ଶୁଭେଚ୍ଛା

ନୂଆଦିଲ୍ଲୀ: ଦେଶବାସୀଙ୍କୁ ଦୀପାବଳୀର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି । ଖୁସି ଓ ଆଲୋକର ଏହି ପର୍ବ ଦେଶରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ଦୀପାବଳି ସ୍ୱଚ୍ଛତାର ପର୍ବ ବୋଲି ଟ୍ୱିଟ କରିଛନ୍ତି ରାଷ୍ଟ୍ରପତି ।


ଅନ୍ୟପଟେ ଦୀପାବଳି ପାଇଁ ସାରା ଦେଶ ଉତ୍ସବମୁଖର ହୋଇ ଉଠିଛି । ଦେଶଠୁ ବିଦେଶରେ ସମସ୍ତେ ଏହାକୁ ଆଜି ଧୂମଧାମର ସହ କରୋନା ନିୟମ ମାନି ପାଳନ କରିବେ । ସବୁଠି ସାଜସଜ୍ଜା ଏବଂ ଭିନ୍ନ ପ୍ରକାରର ମାହୋଲ ସୃଷ୍ଟି ହୋଇଛି । କରୋନା ପାଇଁ ସରକାର ଚଳିତ ବର୍ଷ ଦୀପାବଳୀରେ ବାଣ ବିକ୍ରି ଏବଂ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ମାତ୍ର ଦୀପ ଜାଳିବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking