34.1 C
Bhubaneswar
Friday, March 29, 2024
Homeଓଡିଶାଗହଣା ଦୋକାନ ସିଲ : କୋଭିଡ଼ ନିୟମ ଭାଙ୍ଗିଥିବାରୁ ୫୦ ହଜାର ଟଙ୍କା ଜରିମାନା

ଗହଣା ଦୋକାନ ସିଲ : କୋଭିଡ଼ ନିୟମ ଭାଙ୍ଗିଥିବାରୁ ୫୦ ହଜାର ଟଙ୍କା ଜରିମାନା

କଟକ : ଧନତେରସରେ କୋଭିଡ଼ ନିୟମ ଭାଙ୍ଗିଥିବା ଅଭିଯୋଗରେ କଟକ ମହାନଗର ନିଗମ କର୍ତ୍ତୃପକ୍ଷ କଟକର ଏକ ଗହଣା ଦୋକାନକୁ ସିଲ କରି ଦେଇଛନ୍ତି । ଏହା ସହ ସମ୍ପୃକ୍ତ ଦୋକାନ ଉପରେ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । କଟକ ମହାନଗର ନିଗମ ଉପକମିଶନର ସଞ୍ଜିବିତା ରାୟ ମଙ୍ଗଳାବାଗ ପୁଲିସ ସହ ସଦଳବଳେ ଏହି ଚଢ଼ଉ କରିଥିଲେ । ସେହିପରି ଅନ୍ୟ ଏକ ଗହଣା ଦୋକାନ ଉପରେ ମଧ୍ୟ ଚଢ଼ଉ କରାଯାଇ ୨୬ ହଜାର ଟଙ୍କା ଜରିମାନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking