35.1 C
Bhubaneswar
Monday, June 1, 2026
Homeଦେଶ ବିଦେଶପ୍ରଶାନ୍ତ  କିଶୋରଙ୍କୁ ମିଳିଲା ଜାମିନ

ପ୍ରଶାନ୍ତ  କିଶୋରଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ : ପ୍ରଶାନ୍ତ କିଶୋରଙ୍କୁ ମିଳିଲା  ଜାମିନ ।  ସକାଳ ୪ ଟାରେ ଗାନ୍ଧୀ ମଇଦାନରୁ କିଶୋରଙ୍କୁ ପୁଲିସ ବାନ୍ଧି ନେଇଥିଲା ।  ପାଟନାର ଗାନ୍ଧୀ ମଇଦାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିବା ଜନ ସ୍ବରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କୁ ସକାଳେ ବିହାର ପୁଲିସ  ଅଟକ ରଖିଥିଲା। ଏବେ ତାଙ୍କୁ ଜାମିନ ମିଳିଛି। ସୂଚନାମୁତାବକ, ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପରୀକ୍ଷା ବାତିଲ କରିବାକୁ ଛାତ୍ରଛାତ୍ରୀମାନେ ଦାବି କରି ଆସୁଛନ୍ତି।ଡିସେମ୍ବର ୧୩ତାରିଖରେ ବିପିଏସସି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଗାନ୍ଧି ମଇଦାନ ସେହି ସ୍ଥାନଠାରୁ କିଛି କିଲୋମିଟର ଦୂରରେ ରହିଛି ଯେଉଁଠାରେ ଅନେକ ପ୍ରାର୍ଥୀ ଦୁଇ ସପ୍ତାହରୁ ଅଧିକ ସମୟ ଧରି ୨୪ ଘଣ୍ଟିଆ ଧାରଣାରେ ବସିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking