28.1 C
Bhubaneswar
Monday, May 19, 2025
Homeଓଡିଶାପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ

ପାରା ବିଶ୍ୱ ବ୍ୟାଡମିଣ୍ଟନ ଟାଇଟଲ ଜିତିଲେ ପ୍ରମୋଦ ଭଗତ

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡରେ ଚାଲିଥିବା ପାରା ବିଶ୍ୱ ଚାମ୍ପିଅନସିପ ଏକକ ବର୍ଗରେ ଟାଇଟଲ ଜିତିଛନ୍ତି ପ୍ରମୋଦ ଭଗତ। ଫାଇନାଲ ମୁକାବିଲାରେ ବ୍ରିଟେନର ଡାନିଏଲ ବେଥେଲଙ୍କ ବିପକ୍ଷରେ ୧୦୦ ମିନିଟର କଡ଼ା ସଂଘର୍ଷ ପରେ ସେ ଏହି ସଫଳତା ପାଇଛନ୍ତି।

ପ୍ରଥମ ସେଟ ହାରିବା ପରେ ଶେଷ ଦୁଇ ସେଟରେ ପ୍ରମୋଦ ପ୍ରତ୍ୟାବର୍ତନ କରି ୧୪-୨୧, ୨୧-୧୫, ୨୧-୧୪ ବ୍ୟବଧାନରେ ଡାନିଏଲଙ୍କୁ ହରାଇଛନ୍ତି। ଏହି ବିଜୟ ସହିତ ପ୍ରମୋଦ ପାରା କିମ୍ବଦନ୍ତୀ ‘ଲିନ ଡାନ’ଙ୍କ ୫ ଟି ବିଶ୍ୱ ଟାଇଟଲ୍ ସହିତ ସମକକ୍ଷ ହୋଇଛନ୍ତି ଏବଂ ପ୍ରଥମ ଖେଳାଳିଭାବେ ଲଗାତାର ତୃତୀୟ ଥର ପାଇଁ ଏସଏଲ୩ ବର୍ଗରେ କ୍ରମାଗତ ବିଜୟ ହାସଲ କରିବାରେ ପ୍ରଥମ ପାରା ସଟଲର ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking