34.1 C
Bhubaneswar
Saturday, May 18, 2024
Homeଓଡିଶାକେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ପ୍ରମିଳା

କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ପ୍ରମିଳା

ଭୁବନେଶ୍ୱର: କୋଟିଆ ମାମଲାରେ କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଉଭୟ ରାଜ୍ୟକୁ ଡାକି କେନ୍ଦ୍ର ଆଲୋଚନା କରୁ ବୋଲି କହିଲେ ପ୍ରମିଳା । ଉଭୟ ରାଜ୍ୟକୁ ଡାକି ଆଲୋଚନା କରି ସୀମା ନିର୍ଦ୍ଧାରଣ କରୁ କେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଯାଇ ଯଦି ଅନୁଭବ କରିଛନ୍ତି ତେବେ କେନ୍ଦ୍ରକୁ କହି ବୈଠକ ଡାକନ୍ତୁ । କୋଟିଆରେ ରାଜ୍ୟ ସରକାର ବହୁ ବିକାଶ କରିଛନ୍ତି । ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା ଆଉ ସେ ରାସ୍ତା ରାଜ୍ୟ ସରକାର କରିଛନ୍ତି ବୋଲି କହିଲେ ପ୍ରମିଳା ମଲ୍ଲିକ ।

ସ୍ୱାମୀ ସ୍ତ୍ରୀ ପବିତ୍ର ସମ୍ପର୍କରେ ଲାଗିଲା ଦାଗ !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking