36.1 C
Bhubaneswar
Saturday, May 4, 2024
Homeଓଡିଶା୬ କୁକୁରଙ୍କୁ ମାରିବା ଘଟଣାରେ ମାମଲା ରୁଜୁ

୬ କୁକୁରଙ୍କୁ ମାରିବା ଘଟଣାରେ ମାମଲା ରୁଜୁ

ଭୁବନେଶ୍ୱର: ବିଷାକ୍ତ ଖାଦ୍ୟ ଦେଇ ୬ ବୁଲା କୁକୁରଙ୍କୁ ମାରିବା ଘଟଣା । ୬ଟି କୁକୁର ମାରିବା ଘଟଣାରେ ମୈତ୍ରୀବିହାର ଥାନାରେ ମାମଲା ରୁଜୁ େହୋଇଥିବା ସୂଚନା । ଘଟଣାରେ ତଦନ୍ତ କରାଯାଉଛି କହିଲେ ମୈତ୍ରୀବିହାର ଥାନା ଆଇଆଇସି । ସିସିଟିଭି ଆଧାରରେ ଅଭିଯୁକ୍ତ ଚିହ୍ନଟ ପାଇଁ ଚେଷ୍ଟା ଚାଲିଛି ବୋଲି କହିଛନ୍ତି ଆଇଆଇସି ।

କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ପ୍ରମିଳା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking