କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ପ୍ରମିଳା

ଭୁବନେଶ୍ୱର: କୋଟିଆ ମାମଲାରେ କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ଉଭୟ ରାଜ୍ୟକୁ ଡାକି କେନ୍ଦ୍ର ଆଲୋଚନା କରୁ ବୋଲି କହିଲେ ପ୍ରମିଳା । ଉଭୟ ରାଜ୍ୟକୁ ଡାକି ଆଲୋଚନା କରି ସୀମା ନିର୍ଦ୍ଧାରଣ କରୁ କେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଯାଇ ଯଦି ଅନୁଭବ କରିଛନ୍ତି ତେବେ କେନ୍ଦ୍ରକୁ କହି ବୈଠକ ଡାକନ୍ତୁ । କୋଟିଆରେ ରାଜ୍ୟ ସରକାର ବହୁ ବିକାଶ କରିଛନ୍ତି । ବିଜେପି ଯେଉଁ ରାସ୍ତାରେ କୋଟିଆ ଯାଇଥିଲା ଆଉ … Continue reading କେନ୍ଦ୍ର ହସ୍ତକ୍ଷେପ ଲୋଡିଲେ ପ୍ରମିଳା