27.1 C
Bhubaneswar
Monday, June 9, 2025
Homeଓଡିଶାଆଳୁ ଦର ଆକାଶଛୁଆଁ

ଆଳୁ ଦର ଆକାଶଛୁଆଁ

ଭୁବନେଶ୍ୱର : ୧୫ ଦିନରେ ଆଳୁ ଦର ଦେଢଗୁଣା ହୋଇ କିଲୋ ୩୦ ଟଙ୍କା ହେଲାଣି । ହରଡ ଡାଲି ୮ ଟଙ୍କା ଓ ପାମୋଲିନ୍ ତେଲ ୫ ଟଙ୍କା ବଢିଗଲାଣି । ବ୍ୟବସାୟୀ ମହାସଂଘର ଚେତାବନୀ ‘ଏବେଠୁ ଲୋକଙ୍କୁ ଚାଷ ପାଇଁ ପ୍ରୋତ୍ସାହନ କରାନଗଲେ , ଆଗାମୀ ଦିନରେ ଭାରତରେ ମଧ୍ୟ ଶ୍ରୀଲଙ୍କା ପାକିସ୍ତାନ ଭଳି ଖାଦ୍ୟ ସଙ୍କଟ ଘନେଇବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking