33.1 C
Bhubaneswar
Tuesday, April 30, 2024
Homeଓଡିଶାକେଉଁ ଆସନରେ ୩ ଦଳ ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହାନ୍ତି, ଜାଣନ୍ତୁ

କେଉଁ ଆସନରେ ୩ ଦଳ ବିଧାନସଭା ପ୍ରାର୍ଥୀ ଘୋଷଣା କରିନାହାନ୍ତି, ଜାଣନ୍ତୁ

ଭୁବନେଶ୍ବର: ପାଖେଇ ଆସିଲାଣି ନାମାଙ୍କନ ଦାଖଲର ଦିନ । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରମୁଖ ତିନି ଦଳ ବିଜେପି, ବିଜେଡି ଓ କଂଗ୍ରେସ ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିପାରିନାହାନ୍ତି । ତେବେ କେଉଁ ଆସନରେ କେଉଁ ଦଳ ପ୍ରାର୍ଥୀ ଘୋଷଣା କରିନାହାନ୍ତି ଆସନ୍ତୁ ଜାଣିବା ।
ବିଜେପି: ରାଉରକେଲା, ତେଲକୋଇ, ଘସିପୁରା, ପାଟଣା, ଚମ୍ପୁଆ, ସାରସକଣା, ରାଇରଙ୍ଗପୁର, କରଞ୍ଜିଆ, ବାଙ୍ଗିରିପୋଷି, ଭୋଗରାଇ, ବସ୍ତା, ନୀଳଗିରି, ଭଣ୍ଡାରିପୋଖରୀ, ବାସୁଦେବପୁର, ବରୀ, ହିନ୍ଦୋଳ, ଝରିଗାଁ, ଡାବୁଗାଁ, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ରାଜନଗର, ବାଲିକୁଦା- ଏରସମା, ଜଗତ୍‌ସିଂହପୁର, କାକଟପୁର, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି, ମୋହନା, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର ଓ ଚିତ୍ରକୋଣ୍ଡା।
ବିଜେଡି: ପଦପୁର, ରଘୁନାଥପାଲି, କୁଚିଣ୍ଡା, ଦେବଗଡ଼, ଆନନ୍ଦପୁର, ଚମ୍ପୁଆ, କରଞ୍ଜିଆ, ସାରସକଣା, ବାଙ୍ଗିରିପୋଷି, ଭୋଗରାଇ, ରେମୁଣା, ନୀଳଗିରି, ସିମୁଳିଆ, ବରୀ, ବଡ଼ଚଣା, କୋରେଇ, ହିନ୍ଦୋଳ, ଅନୁଗୋଳ, କଣ୍ଟାବାଞ୍ଜି, ଚିତ୍ରକୋଣ୍ଡା, ଖଣ୍ଡପଡ଼ା, କେନ୍ଦ୍ରାପଡ଼ା, ବାଲିକୁଦା-ଏରସମା, କାକଟପୁର, ନିମାପଡ଼ା, ଚିଲିକା, ବେଗୁନିଆ, ଖୋର୍ଦ୍ଧା, ସାନଖେମୁଣ୍ଡି ଏବଂ ଜୟପୁର ।
କଂଗ୍ରେସ: ଝାରସୁଗୁଡ଼ା, ବଡ଼ସାହି, ଜଳେଶ୍ଵର, ବାଲେଶ୍ବର, ରେମୁଣା, ବଡ଼ଚଣା, ସୁକିନ୍ଦା, ପାଲଲହଡ଼ା, ଦଶପଲ୍ଲା, ବାରବାଟୀ-କଟକ, ଖଣ୍ଡପଡ଼ା, ମାହାଙ୍ଗା, କେନ୍ଦ୍ରାପଡ଼ା, ରାଜନଗର, ମହାକାଳପଡ଼ା, ଜଗତ୍‌ସିଂହପୁର, କାକଟପୁର, ନିମାପଡ଼ା, ସତ୍ୟବାଦୀ, ପିପିଲି, ଚିଲିକା, ଭୁବନେଶ୍ବର-ମଧ୍ୟ, ଭୁବନେଶ୍ବର-ଉତ୍ତର, ଖୋର୍ଦ୍ଧା, ଛତ୍ରପୁର ଏବଂ ଗୋପାଳପୁର I

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking