29.1 C
Bhubaneswar
Saturday, July 27, 2024
Homeଓଡିଶାସମ୍ଭାବ୍ୟ ବାତ୍ୟା : ୭ ଜିଲ୍ଲାପାଳଙ୍କୁ ଚିଠି

ସମ୍ଭାବ୍ୟ ବାତ୍ୟା : ୭ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ନେଇ ୭ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଏସଆରସି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ । ଡସେମ୍ବର ୧ ତରିଖରୁ ସମୁଦ୍ରରେ ପବନ ବହିବ, ଆଶାନ୍ତ ରହିବ । ୧ ତାରିଖରୁ ମସô୍ୟଜୀବୀଙ୍କୁ ଗଭୀର ସମୁଦ୍ର ଯିବକୁ ବାରଣ ନିଦେ୍ର୍ଦଶ । ଯେଉଁମନେ ସମୁଦ୍ର ଭିତରେ ଅଛନ୍ତି ୧ ପୂର୍ବରୁ ଫେରିବାକୁ ପରାମର୍ଶ । ସମ୍ପୃକ୍ତ ବିଭାଗର ସଚିବଙ୍କୁ ମଧ୍ୟ ଏହା ଉପରେ ଦୃଷ୍ଟି ଦେବାକୁ ନିଦେ୍ର୍ଦଶ । ଚାଷୀଙ୍କୁ ସତର୍କ କରଇବା ପାଇଁ କୃଷି ବିଭାଗକୁ ଏସଆରସିଙ୍କୁ ନିଦେ୍ର୍ଦଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking