25.1 C
Bhubaneswar
Sunday, February 16, 2025
Homeଓଡିଶାରିଲିଜ ହେବ ଫିଲ୍ମ ସନାତନୀ

ରିଲିଜ ହେବ ଫିଲ୍ମ ସନାତନୀ

ଭୁବନେଶ୍ୱର : ଦ୍ୱନ୍ଦ ହଟିଲା । ରିଲିଜ ହେବ ଓଡିଆ ଫିଲ୍ମ ସନାତନୀ । ଫିଲ୍ମ ରିଲିଜ ଉପରେ ରୋକ ଲଗାଇଲେନି ହାଇକୋର୍ଟ । ଅପ୍ରୀତିକର ସ୍ଥିତି ସୃଷ୍ଟି ହେଲେ ସତର୍କ ରହିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପରାମର୍ଶ  ଦିଆଯାଇଛି । ରିଲିଜ ପରେ ଆପତ୍ତିଜନକ ବିଷୟବସ୍ତୁ ଥିଲେ ପୁନଃବିଚାର ନିର୍ଦ୍ଦେଶ ଦିଆଯାଇଛି । ପୁନଃ ବିଚାର କରିବାକୁ ସେନସର ବୋର୍ଡକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଆସନ୍ତା ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।  ଫିଲ୍ମ ରିଲିଜ ଉପରେ ରୋକ ଲଗାଇବାକୁ ଆବେଦନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking