ଭୁବନେଶ୍ୱର : ଠକେଇ ଅଭିଯୋଗରେ ଇଓଡବ୍ଲ୍ୟୁ ଦ୍ୱାରା ଦମ୍ପତ୍ତି ଗିରଫ ହୋଇଛନ୍ତି । ଜାଲ ଡକ୍ୟୁମେଣ୍ଟ ଦେଇ ଲୋନ ନେବା ଅଭିଯୋଗରେ ଦମ୍ପତ୍ତି ଗିରଫ ହୋଇଛନ୍ତି । ପଟିଆ ସୀତାନାଥ ରେସିଡେନ୍ସିରେ ରହୁଥିବା ଦମ୍ପତ୍ତି ଗିରଫ ହୋଇଛନ୍ତି । ଆଇସି ଆଇସି ଆଇ ବ୍ୟାଙ୍କ ଆଞ୍ଚଳିକ ମୁଖ୍ୟଙ୍କ ଏତଲା ଆଧାରରେ ଗିରଫ ହୋଇଛନ୍ତି । କିଛି ଜାଲ୍ ସେଲ୍ ଡିଡ , ଲୋନ ଡକ୍ୟୁମେଣ୍ଟ ଆଦି ଜବତ ହୋଇଛି ।