ବାଙ୍କୀ: ବାଙ୍କୀ ଡମାପଡା ବ୍ଲକ୍ ରେ ବ୍ୟପିଲା ଡାଇରିଆ । ହରିରାଜପୁର ପଞ୍ଚାୟତରେ ଝାଡାବାନ୍ତିରେ ୪୨ ଆକ୍ରାନ୍ତ । ଆକ୍ରାନ୍ତ ବାଙ୍କୀ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ । ଦୂଷିତ ପାଣି ପିଇ ଡାଇରିଆ ବ୍ୟାପିଥିବା ସୂଚନା ମିଳିଛି । ଗାଁରେ ଲୋକଙ୍କୁ ସଚେତନ କରୁଛି ସ୍ୱାସ୍ଥ୍ୟ ବିଭାଗ ଟିମ୍ ।