32.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଆମେରିକାରେ ପୋଲ ଭୁଶୁଡିବା ଘଟଣା : ୨ ମୃତଦେହ ଉଦ୍ଧାର

ଆମେରିକାରେ ପୋଲ ଭୁଶୁଡିବା ଘଟଣା : ୨ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ : ବୁଧବାର ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍‌ ଶ୍ରୀଲଙ୍କା ରାଜଧାନୀ କଲମ୍ବୋକୁ ଯାଉଥିବା ସମୟରେ ଆମେରିକାର ବାଲ୍ଟିମୋର ସହରରେ ଅବସ୍ଥିତ ଫ୍ରାନ୍ସିସ୍ ସ୍କଟ୍ ବ୍ରିଜ୍‌କୁ ଧକ୍କା ଦେଇଥିଲା ।ଯାହାଫଳରେ ସେହି ପୋଲଟି ଭୁଶୁଡି ପଡିଥିଲା । ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ୍ ପରେ ଏଭଳି ଘଟଣା ଘଟିଥିଲା। ସେହି ସମୟରେ କିଛି ଶ୍ରମିକ ବ୍ରିଜର ମରାମତି କାମ କରୁଥିବା ୬ ଜଣ ଶ୍ରମିକ ପାଣିରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking