36.1 C
Bhubaneswar
Monday, June 17, 2024
Homeଦେଶ ବିଦେଶରୁବିକା ଲିଆକାଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଭିଡିଓ ଭାଇରାଲ

ରୁବିକା ଲିଆକାଟଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତକାରର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରୁବିକା ଲିଆକାଟଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବିବୃତ୍ତି ଦେଇଛନ୍ତି । ଯାହା ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ସେ ନିଜର ବିଶ୍ୱାସ ବ୍ୟକ୍ତ କରିଥିଲେ ଯେ ସେ ଜୈବିକ ଭାବରେ ଜନ୍ମ ହୋଇନାହାଁନ୍ତି, ବରଂ ଏକ ମିଶନ ପୂରଣ କରିବା ପାଇଁ ତାଙ୍କୁ ଭଗବାନ ପଠାଇଛନ୍ତି । ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ମୁଁ ଜୈବିକ ଭାବରେ ଜନ୍ମ ହୋଇ ନାହିଁ । ଭଗବାନ ମୋତେ ତାଙ୍କ କାର୍ଯ୍ୟ କରିବାକୁ ପଠାଇଥିବାରୁ ମୁଁ ଏହି ଶକ୍ତି ପାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁବିକାଙ୍କ ଏକ ପ୍ରଶ୍ନର ଉତ୍ତର ଦେଉଥିଲେ ଯେଉଁଥିରେ ସେ କ୍ଲାନ୍ତ ନହେବା ପଛର କାରଣ ପଚାରିଥିଲେ । ରୁବିକା ଲିଆକାଟଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାରର ଭିଡିଓ ଭାଇରାଲ ହେବା ସହ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଚର୍ଚ୍ଚାର ବିଷୟ ପାଲଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking