34.1 C
Bhubaneswar
Friday, March 29, 2024
Homeଓଡିଶାନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା

ନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା

ଭୁବନେଶ୍ୱର: ନଭେମ୍ବର ୫ରୁ ଆରମ୍ଭ ହେବ ଯୁକ୍ତ ଦୁଇ ବିକଳ୍ପ ପରୀକ୍ଷା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ପ୍ରକାଶ ପାଇଛି ବିଜ୍ଞପ୍ତି। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ପରୀକ୍ଷା ହେବ।

ତେବେ +2 ଫଳକୁ ନେଇ ଅସନ୍ତୁଷ୍ଟ ପିଲାଏ ଦେଇପାରିବେ ଏହି ଅଫ୍‌ଲାଇନ ପରୀକ୍ଷା। ଏବର୍ଷ କୋରୋନା ପାଇଁ +2 ପରୀକ୍ଷା ଅଧାରୁ ବାତିଲ ହୋଇଥିଲା। ବିକଳ୍ପ ପଦ୍ଧତିରେ ପ୍ରକାଶ କରାଯାଇଥିଲା ପରୀକ୍ଷା ଫଳ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking