30.1 C
Bhubaneswar
Sunday, May 19, 2024
Homeଓଡିଶାପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡରେ ଭୋଟ୍‌ରେ ବିଜେଡି ଆଗୁଆ

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡରେ ଭୋଟ୍‌ରେ ବିଜେଡି ଆଗୁଆ

ପିପିଲି : ପିପିଲି ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ପ୍ରତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ ଚାଲିଥିବା ସୂଚନା ରହିଛି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ୧୪୦୬ ଖଣ୍ଡ ଭୋଟ୍ ରେ ଆଗୁଆ ରହିଛି ବିଜେଡି । ବିଜୁ ଜନତା ଦଳର ପ୍ରାର୍ଥୀ ରୂଦ୍ର ମହାରଥୀ ଆଗୁଆ ଚାଲୁଛନ୍ତି । ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ିକୁ ୪୦୫୫ ଭୋଟ । ବିଜେପିକୁ ୨୬୪୯, କଂଗ୍ରେସକୁ ୭୬୬ ଖଣ୍ଡ ଭୋଟ୍ ମିଳିଥିବା ସୂଚନା ।

ବିଜେଡି:୪୦୫୫
ବିଜେପି:୨୬୪୯
କଂଗ୍ରେସ:୭୬୬

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking