24.1 C
Bhubaneswar
Tuesday, March 18, 2025
Homeଦେଶ ବିଦେଶଓଲଟିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ଓଲଟିଲା ତୀର୍ଥଯାତ୍ରୀ ବସ୍‌: ୪ ମୃତ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ବାରାବାଙ୍କୀରେ ତୀର୍ଥଯାତ୍ରୀ ବସ୍ ଓଲଟିଲା । ଦୁର୍ଘଟଣାରେ ୪ ମୃତ, ୬ ଗୁରୁତର ଅଛନ୍ତି । ବସ୍ ଟି ମହାରାଷ୍ଟ୍ରରୁ ଅଯୋଧ୍ୟା ଯାଉଥିଲା । ବାରାବାଙ୍କୀ ପୂର୍ବାଞ୍ଚଳ ଏକ୍ସପ୍ରେସ୍ ୱେରେ ଦୁର୍ଘଟଣା ଘଟିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking