32.1 C
Bhubaneswar
Tuesday, August 25, 2026
Homeଓଡିଶାପିହୁ ନିଖୋଜ ନୁହେଁ ଚୋରି: ରବୀନ୍ଦ୍ର ବେହେରା

ପିହୁ ନିଖୋଜ ନୁହେଁ ଚୋରି: ରବୀନ୍ଦ୍ର ବେହେରା

ଭୁବନେଶ୍ୱର: ପିହୁ ସମ୍ପର୍କରେ ଯାଜପୁର ସାଂସଦ ରବୀନ୍ଦ୍ର ବେହେରାଙ୍କ ବଡ ବୟାନ । କହିଲେ ପିହୁ ନିଖୋଜ ନୁହେଁ ଚୋରି କରାଯାଇଛି । ହଜେଇ ଦିଆଯାଇଛି । ପୂର୍ବ ସରକାରରେ ପ୍ରଶାସନ ସ୍ଥାଣୁ ରହିବାରୁ ସତ ପଦାକୁ ଆସିଲା ନାହିଁ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଗଲେ ସବୁ ସତ ପଦାକୁ ଆସିବ । ସେ ସମୟରେ ପୋଲିସ ଅଫିସର ଚଞ୍ଚକତା କରି ତଦନ୍ତକୁ ଚାପି ଦେଇଛନ୍ତି । ଆଇଆଇସି ସେତେବେଳେ ଏଫଆଇଆରରେ ତାରିଖକୁ ଟାମ୍ପରିଂ କରିଥିଲେ । ତାଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି ରବୀନ୍ଦ୍ର ବେହେରା । ଆହୁରି କହିଛନ୍ତି, ବିନା ରାଜନୈତିକ ପୃଷ୍ଠପୋଷକରେ ଏହା ସମ୍ଭବ ନୁହେଁ । ପ୍ରଥମେ ନିଖୋଜ ଭାବୁଥିଲୁ , କିନ୍ତୁ କିଛି ବ୍ୟକ୍ତିଙ୍କ ଏଥିରେ ସମ୍ପୃକ୍ତି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking