ନୂଆଦିଲ୍ଲୀ: ପେଟ୍ରୋଲ ଦର ବୃଦ୍ଧି ଏବେ ବିଭିନ୍ନ ସ୍ଥାନରେ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ପରିପ୍ରେକ୍ଷୀରେ ପୁଣି ଥରେ ଏହି ଦରରେ ବୃଦ୍ଧି ଦେଖିବାକୁ ମିଳିଛି । ଚଳିତ ଥର ପୁରୁଣା ପେଟ୍ରୋଲ ରେଟ ଅପେକ୍ଷା ୫୦%ରୁ ଅଧିକ ଦାମ୍ ବୃଦ୍ଧି ଘଟିଛି । ତେଣୁ ଏହାପରେ ଦେଶର ଏହି ଦେଶର ଆର୍ଥିକ ଅବସ୍ଥାକୁ ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଏହି ଦରବୃଦ୍ଧି ଭାରତରେ ନୁହେଁ ବରଂ ପଡୋଶୀ ରାଷ୍ଟ୍ର ବାଂଲାଦେଶରେ ହୋଇଥିବା ଜଣାଯାଇଛି ।