17.1 C
Bhubaneswar
Friday, January 17, 2025
Homeଦେଶ ବିଦେଶପ୍ରଧାନମନ୍ତ୍ରୀଙ୍କ ସହ ଭିଏସପି ପ୍ରସଙ୍ଗ ଉଠାଇବେ : ପୱନ କଲ୍ୟାଣ

ପ୍ରଧାନମନ୍ତ୍ରୀଙ୍କ ସହ ଭିଏସପି ପ୍ରସଙ୍ଗ ଉଠାଇବେ : ପୱନ କଲ୍ୟାଣ

ନୂଆଦିଲ୍ଲୀ: ପ୍ରତିଶୋଧ ଏବଂ ବ୍ୟକ୍ତିଗତ ଶତ୍ରୁତା ପାଇଁ ଏଠି କୌଣସି ସ୍ଥାନ ନାହିଁ । କି ଏଠି କେହି କାହାର ଶତ୍ରୁ ନୁହଁନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ଜେଏସପି କ୍ୟାଡରଙ୍କୁ କହିଛନ୍ତି ୱାଇଏସଆରସିପି ନେତାମାନେ ରାଜନୈତିକ ଦଳର ବିରୋଧୀ ନୁହଁନ୍ତି।ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଏସପି ପ୍ରସଙ୍ଗ ଉଠାଇବା ପାଇଁ କହିଛନ୍ତି ପୱନ କଲ୍ୟାଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking