23.1 C
Bhubaneswar
Monday, May 13, 2024
Homeଓଡିଶାଜଙ୍ଗଲରେ ପାଣି ରଖିବାକୁ ନିର୍ଦ୍ଦେଶ

ଜଙ୍ଗଲରେ ପାଣି ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଜଙ୍ଗଲରେ ପାଣି ମହଜୁଦ ରଖିବାକୁ ସବୁ ଡିଏଫୋଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଡିଏଫୋଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ପିସିସିଏଫ୍ । ଜଳାଶୟରେ ପାଣି ଶୁଖିଥିଲେ ଟ୍ୟାଙ୍କରରେ ପାଣି ଭର୍ତ୍ତି ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପୁରୁଣା ଓ ପୋତି ହୋଇଥିବା ଜଳାଶୟକୁ ଖୋଳି ପାଣି ରଖିବାକୁ ନିର୍ଦ୍ଦେଶ । ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଚିଠି ଲେଖି ସଜାଗ କଲେ ।

ହିରୋଇନ ହେବା ଆଗରୁ ଏହି ସବୁ ଚାକିରୀ କରୁଥିଲେ ବଲିଉଡ଼ ଅଭିନେତ୍ରୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking