37.1 C
Bhubaneswar
Saturday, May 18, 2024
Homeଓଡିଶାଭାଲୁ କାମୁଡ଼ାରେ ଜଣେ ମୃତ

ଭାଲୁ କାମୁଡ଼ାରେ ଜଣେ ମୃତ

ପଦ୍ମପୁର: କେନ୍ଦୁଝର ସଦର ରେଞ୍ଜ ପଳାଶପଙ୍ଗା ପଞ୍ଚାୟତ ତିଆଡିପୋଶି ଗ୍ରାମର ସ୍ବର୍ଗତଃ ଭାଟୁଲୁ ନାଏକଙ୍କ ପୁଅ ବିଦ୍ୟାଧର ନାଏକ(୪୫)ଆଜି ଭୋର ସକାଳେ ଭାଲୁ କାମୁଡ଼ାରେ ମୃତ୍ୟୁବରଣ କରିଛନ୍ତି।ଘଟଣାରୁ ପ୍ରକାଶ ଯେ ‘ଆଜି ସେ ଭୋର ସକାଳୁ ବଉଳମାଳ ମଣ୍ତୁଳି ଫିଲ ଜଙ୍ଗଲ କୋଡ ତିଆଡିପୋଶି ଶୌଚ ହେବାକୁ ଯାଇଥିବାବେଳେ ଭାଲୁ ହାବୁଡ଼ରେ ପଡ଼ିଯାଇଥିଲେ। ଫଳରେ ବିଦ୍ୟାଧରଙ୍କ ମୁହଁ  ଏବଂ ବେକକୁ ଭାଲୁ କାମୁଡ଼ି ଲହୁଲୁହାଣ କରିଦେଇ ନିକଟସ୍ଥ ଜଙ୍ଗଲକୁ ଚାଲିଯାଇଥିଲା। ଘଟଣାସ୍ଥଳରେ ବିଦ୍ୟାଧରଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା।

ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ୱ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking