28.1 C
Bhubaneswar
Saturday, July 27, 2024
Homeଓଲିଉଡଓଲିଉଡ ଅଭିନେତା ଶ୍ରୀତମ ଦାସ ଆହାତ

ଓଲିଉଡ ଅଭିନେତା ଶ୍ରୀତମ ଦାସ ଆହାତ

ଭୁବନେଶ୍ୱର : ଓଲିଉଡ ଅଭିନେତା ଶ୍ରୀତମ ଦାସ ଆହାତ । ସୁଟିଂସେଟରେ ସୁଟିଂ କରୁଥିବା ବେଳେ ଶ୍ରୀତମ ଆହାତ । ସୁଟିଂ ସେଟରେ ଘୋଡା ପିଠିରୁ ଖସି ପଡିଥିଲେ ଶ୍ରୀତମ । ଶ୍ରୀତମଙ୍କ ଡାହାଣ ହାତ ଭାଙ୍ଗିଯାଇଛି । ଘରୋଇ ମେଡିକାଲରେ ଚାଲିଛି ଶ୍ରୀତମଙ୍କ ଚିକିସôା ।

ବ୍ୟାସନଗରରେ ଇତିହାସ ରଚିଲା କାଳି ମେଳଣ ଉତ୍ସବ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking