ବ୍ୟାସନଗରରେ ଇତିହାସ ରଚିଲା କାଳି ମେଳଣ ଉତ୍ସବ

ଯାଜପୁର: ଯାଜପୁର ଜିଲ୍ଲାର ଚଳିତ ବର୍ଷ ଭସାଣି ଓ ମେଳଣ ଉତ୍ସବ ମlହଲ ରେ ଦୁଇ ଲକ୍ଷ ଦର୍ଶକ ମାନଙ୍କ ମନକୁ ମୋହିଥିଲା l ଏହି ଉତ୍ସବ ଅତିହାସିକ ରଚିଛି l ବୁଧ ବାରେ ଥିଲା ବ୍ୟାସନଗର ର ସହର ର ଜଗତ ଜନନୀ ମା କାଳୀଙ୍କ ମେଲାଣି ଉତ୍ସବ l ଏହି ସହର ରେ 15ଗୋଟି ପୂଜା ମଣ୍ଡପ ରେ ମା କାଳୀ ଙ୍କୁ ବିଭିନ୍ନ ବାଦ୍ୟ ବେଙ୍ଗଲୀ ମାଠିଆ ନ୍ୟୁତ ଅଘୋରୀ ନ୍ୟୁତ ସେଣ୍ଡ … Continue reading ବ୍ୟାସନଗରରେ ଇତିହାସ ରଚିଲା କାଳି ମେଳଣ ଉତ୍ସବ