27.1 C
Bhubaneswar
Friday, August 12, 2022
Homeଦେଶ ବିଦେଶମଧ୍ୟପ୍ରଦେଶ ନିର୍ବାଚନ ରେ ଓବିସିଙ୍କୁ ସଂରକ୍ଷଣ

ମଧ୍ୟପ୍ରଦେଶ ନିର୍ବାଚନ ରେ ଓବିସିଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ : ପଛୁଆ ବର୍ଗଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ମଧ୍ୟପ୍ରଦେଶ ର ସ୍ଥାନୀୟ ନିର୍ବାଚନ ରେ ଓବିସିଙ୍କ ପାଇଁ ରହିବ ସଂରକ୍ଷଣ ବ୍ୟବସ୍ଥା । ନିଜ ପୂର୍ବ ନିର୍ଦ୍ଦେଶରେ ସଂଶୋଧନ ଆଣି ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ରାଜ୍ୟ ସରକାରଙ୍କ ଆବେଦନକୁ ପ୍ରଥମେ ଖାରଜ କରିଥିଲେ ସୁପ୍ରିମକୋର୍ଟ । ସଂରକ୍ଷଣ ପାଇଁ ଆବଶୟକ ଟ୍ରିପଲ ଟେଷ୍ଟ ପୂରଣ ହୋଇ ନଥିବା ଦର୍ଶାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking