33.1 C
Bhubaneswar
Friday, April 26, 2024
Homeଓଡିଶାନମ୍ବର ପ୍ଲେଟ : ବୁକିଂ କରିଥିଲେ ବର୍ତ୍ତିବେ

ନମ୍ବର ପ୍ଲେଟ : ବୁକିଂ କରିଥିଲେ ବର୍ତ୍ତିବେ

ଭୁବନେଶ୍ୱର : ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନେଇ ଆସିଲା ନୂଆ ନିୟମ । ରାଜ୍ୟ ସଡକ ପରିବହନ ପ୍ରାଧିକରଣ ପକ୍ଷରୁ ନୂଆ ନିୟମ । ଧାର୍ଯ୍ୟ ତାରିଖ ସୁଦ୍ଧା ବୁକିଂ କରିଥିଲେ ଫାଇନ ଦେବାରୁ ବର୍ତ୍ତିବେ । ଅନଲାଇନ୍ ବୁକିଂ ସ୍ଲିପ ଦେଖାଇଲେ ଚେକିଂରୁ ରକ୍ଷା ପାଇବେ । ୧ ଓ ୨ ରେ ସରୁଥିବା ନମ୍ବର ପାଇଁ ଡେଡଲଇନ ୩୦ ସେପ୍ଟେମ୍ବର କୁ ବୃଦ୍ଧି । ୩ ଓ ୪ ରେ ସରୁଥିବା ନମ୍ବର ପାଇଁ ଡେଡଲାଇନ ସେପ୍ଟେମ୍ବର ୩୦ । ନମ୍ବର ଶେଷ ଅଙ୍କ ୫,୬ ଥିଲେ ଡେଡଲାଇନ ଅକ୍ଟୋବର ୩୧ । ୭,୮ରେ ସରୁଥିଲେ ଡେଡଲାଇନ ନଭେମ୍ବର ୩୦ ଏବଂ ୯,୦ ପାଇଁ ଡେଡଲାଇନ ଡିସେମ୍ବର ୩୧ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking